ଧୋକା ଦେଲା ମୌସୁମୀ : ୪୮ ଘଣ୍ଟା ପରେ ଗାଏବ ହୋଇଯିବ

ଭୁବନେଶ୍ୱର : ନିର୍ଧାରିତ ସମୟରେ ପହଞ୍ଚିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗତ ତିନି ଦିନ ଧରି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ଯେ ଏହା ସକ୍ରିୟ ରହିଛି ଓ ବର୍ଷା ହେବ। ମୌସୁମୀ ଆଗମନକୁ ଦେଖି ଚାଷୀମାନେ ମଧ୍ୟ ବୁଣାବୁଣି କରିବା ପାଇଁ ଜମି ପ୍ରସ୍ତୁତ କରି ନେଇଥିଲେ। କିନ୍ତୁ ଠିକ୍‌ ସମୟରେ ଧୋକା ଦେଇଛି ମୌସୁମୀ। ଗତ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ପରେ ସକ୍ରିୟ ହେବା … Continue reading ଧୋକା ଦେଲା ମୌସୁମୀ : ୪୮ ଘଣ୍ଟା ପରେ ଗାଏବ ହୋଇଯିବ